3
 1 ତୁମିମଃନ୍ ଜଃବେ କ୍ରିସ୍ଟର୍ ସଃଙ୍ଗ୍ ମଃରି ଉଟି ଆଚାସ୍, ତଃବେ ଇସ୍ୱରାର୍ କାତାବାଟ୍ ବଃସିରିଲା କ୍ରିସ୍ଟର୍ ଜୁୟ୍ ରେତାଟାଣ୍, ସେ ସଃର୍ଗାର୍ ବିସୟ୍ମଃନ୍ ମଃନ୍ ଦିଆସ୍ ।  2 ହୁର୍ତିବିର୍ ବିସୟ୍ ମଃନେ ଦଃରିନଃକେରି ସଃର୍ଗାର୍ ବିସୟ୍ ମଃନେ ଦଃରା ।  3 କାୟ୍ତାକ୍ବଃଲେକ୍ ତୁମିମଃନ୍ ମଃରି ଆଚାସ୍, ଆର୍ ତୁମିମଃନାର୍ ଜିବନ୍ ଇସ୍ୱରାର୍ ତଃୟ୍ କ୍ରିସ୍ଟର୍ ସଃଙ୍ଗ୍ ଗୁପ୍ତ୍ ଆଚେ ।  4 ଅଃମିମଃନାର୍ ଜିବନ୍ ହର୍ ଜେ କ୍ରିସ୍ଟ, ଜଃଡ୍ବଃଳ୍ ସେ ଦଃକାୟ୍ ଅୟ୍ଦ୍, ସଃଡେବଃଳ୍ ତୁମିମଃନ ହେଁ ତାର୍ ସଃଙ୍ଗ୍ ଜଃଜ୍ମାନେ ଦଃକାୟ୍ ଅଃଉଆସ୍ । 
ହର୍ନା ଆର୍ ନଃଉଆଁ ଜିବନ 
 5 ତୁମିମଃନାର୍ ହୁର୍ତିବିର୍ ଇଚାୟ୍, ବଃଲେକ୍ ଦାରିମଃନ୍ବାବ୍, ବିଟାଳ୍, କଃରାବ୍ ମଃନ୍ବାବ୍, ଚଃକ୍ତହାଣ୍, ମୁର୍ତିହୁଜା ହର୍ ଲଃବ୍, ଇସଃବୁ ବିସୟେ ହୁଣି ଦୁରି ରିଆ ।  6 ଇ ସଃବୁ ଜେମଃନ୍ କଃର୍ତି ଆର୍ ଇସ୍ୱର୍କେ ନଃମାନ୍ତି ଇତାର୍ ଗିନେ ଇସ୍ୱରାର୍ ରିସା ସେମଃନାର୍ ଉହ୍ରେ ଆସେଦ୍ ।  7 ହଃର୍ତୁ ତୁମିମଃନ୍ ହେଁ ଇରିମଃନ୍ ଲଃବ୍କଃରି ସେରଃକମ୍ ଜିବନ୍ କାଟ୍ତି ରିଲାସ୍ । 
 8 ମଃତର୍ ଅଃବେ ତୁମିମଃନ୍ ହେଁ ଇରିମଃନ୍ ବଃଲେକ୍, ରିସା, ବେର୍, ଅଃକାର୍, ଲିନ୍ଦା, ଚଃକ୍ତକଃତା ଚାଡିଦିଆସ୍ ।  9  ✡ ୩:୯ ଏପି ୪:୨୨.ଏକ୍ ଆରେକ୍ ମିଚ୍ କଃଉଆ ନାୟ୍; ତୁମିମଃନ୍ ତ ହର୍ନା ଚାଲ୍ଚାଲ୍ତି ଆର୍  10  ✡ ୩:୧୦ ଏପି ୪:୨୪.ସେତିର୍ ସଃବୁ କାମ୍ ଚାଡିକଃରି ନଃଉଆଁ ଗୁଣ୍ ଦଃରି ଆଚାସ୍ ସେ ନଃଉଆଁ ଗୁଣ୍ ନିଜାର ଉବ୍ଜାଣ୍କାରି ରୁହ୍ ହଃର୍କାରେ ହୁର୍ନ୍ ଗିଆନ୍ ହାଉଁକେ ନଃଉଆଁ ଅୟ୍ ଆଚାସ୍ ।  11 ଇତାର୍ ଗିନେ ଅଜିଉଦି ଆର୍ ଜିଉଦି ସୁନତ୍ ଆର୍ ଅସୁନତ୍ ନିଜାର୍ ବଃର୍ନ୍, ବିନ୍ବଃର୍ନ୍, ଗତିଦଃଙ୍ଗ୍ଳା କି ହଃଦାସେ ରିଲାର୍ ଇ ଲକାର୍ ବିତ୍ରେ କେହେଁ ବିନ୍ ନାୟ୍, ମଃତର୍ କ୍ରିସ୍ଟ ସଃବୁ ତଃୟ୍ଁ ସଃବୁର୍, ଆରେକ୍ ସଃବ୍କାର୍ ତଃୟ୍ ବାସାକଃରୁଲା । 
 12  ✡ ୩:୧୨ ଏପି ୪:୨.ତୁମି ଇସ୍ୱରାର୍ ଲକ୍, ସେ ତୁମିକେ ଲାଡ୍ କଃରି ସେ ନିଜାର୍ ଗିନେ ବାଚ୍ଲା, ସେତାର୍ ଗିନେ, କଃଉଁଣା ମଃନ୍, ଦଃୟା, ସୁସ୍ତା, ଦିର୍, ସଃମ୍ବାଳ୍ତାର୍ ହୁଙ୍ଗ୍ରା ।  13  ✡ ୩:୧୩ ଏପି ୪:୩୨.ଏକ୍ଲା ଆରେକ୍ ଏକ୍ଲାକେ ସଃମ୍ବାଳ, ଆରେକ୍ ଜଦି କାର୍ ବିରଦେ କଃତା ରିଲେକ୍, ଏକ୍ଲା ଆରେକ୍ ଏକ୍ଲାକେ କେମା କଃର; ମାପ୍ରୁ ଜଃନ୍କଃରି ତୁମିମଃନ୍କେ କେମା କଃରି ଆଚେ, ତୁମିମଃନ୍ ହେଁ ସେ ରଃକମ୍ କେମା କଃରା ।  14 ଆର୍ ଇ ଗୁଣ୍ ଉହ୍ରେ ଲାଡ୍କେ ହୁଙ୍ଗ୍ରା, ଇରି ସଃବୁ ସିଦ୍ କଃରି ଗଟେକ୍ କଃରେଦ୍ ।  15 ଆର୍, କ୍ରିସ୍ଟର୍ ଦିଲା ଜୁୟ୍ ସୁସ୍ତା ବଗ୍ କଃରୁକେ ତୁମିମଃନ୍କେ ଗଟେକ୍ ଗଃଗାଳ୍ ହର୍ କୁଦାୟ୍ ଅୟ୍ ଆଚାସ୍, ସେରି ତୁମିମଃନାର୍ ମଃନେ ରାୟ୍ଜ୍କଃର; ଆରେକ୍ ତୁମିମଃନ୍ ସଃବୁବଃଳ୍ ଦନ୍ୟବାଦ୍ ଦିଆସ୍ ।  16  ✡ ୩:୧୬ ଏପି ୫:୧୯,୨୦.କ୍ରିସ୍ଟର୍ କଃତା ତୁମିମଃନାର୍ ମଃନେ ଜଃବର୍ ବାସାକଃର; ତୁମିମଃନ୍ ହଃତିଲକ୍ ହୁର୍ନ୍ ବୁଦିର୍ ସଃଙ୍ଗ୍ ସିକାଉଆ ଆର୍ ଚେତାଉଆ, ଆରେକ୍ ଇସ୍ୱରାର୍ ଗିନେ ଗିତ୍ ପ୍ରସଂସା, ଦଃର୍ମ୍ ଗିଆନେ ମଃନ୍ସଃହ୍ରି ଗିତ୍ କଃଉଆ ।  17 ଆର୍ କଃତାୟ୍ କି କାମେ ତୁମିମଃନ୍ ଜାଇରି କଃରା, ସେରିମଃନ୍ ମାପ୍ରୁ ଜିସୁର୍ ନାଉଁଏ କଃରି, ତାର୍ ତଃୟ୍ଁ ଉବା ଇସ୍ୱର୍କେ ଦନ୍ୟବାଦ୍ ଦିଆସ୍ । 
ନଃଉଆଁ ଜିବନ୍ ସଃଙ୍ଗ୍ ମିସ୍ତାର୍ 
 18  ✡ ୩:୧୮ ଏପି ୫:୨୨; ୧ ପିତ ୩:୧.ଏ ମାୟ୍ଜିମଃନ୍, ଜିସୁ ମାପ୍ରୁର୍ ମିଳାମିସାୟ୍ ଟିକ୍ ଚାଲ୍ଚାଲ୍ତି ହଃର୍କାରେ ନିଜାର୍ ନିଜାର୍ ଅଃଣ୍ଡ୍ରାର୍ କଃତାମାନି ଚାଲା । 
 19  ✡ ୩:୧୯ ଏପି ୫:୨୫; ୧ ପିତ ୩:୭.ଏ ଅଃଣ୍ଡ୍ରାମଃନ୍ ନିଜାର୍ ନିଜାର୍ ମାୟ୍ଜିମଃନ୍କେ ଲାଡ୍ କଃରା, ସେମଃନ୍କେ ସାଦା ନାୟ୍ । 
 20  ✡ ୩:୨୦ ଏପି ୬:୧.ଏ ହିଲାମଃନ୍, ସଃବୁ କଃତାୟ୍ ଆୟାଉବାର୍ ବଲ୍ ମାନା, କାୟ୍ତାକ୍ ବଃଲେକ୍ ଇରି ମାପ୍ରୁ ତଃୟ୍ ସଃର୍ଦାର୍ କଃତା । 
 21  ✡ ୩:୨୧ ଏପି ୬:୪.ଏ ଆୟା ଉବାମଃନ୍ ନିଜାର୍ ନିଜାର୍ ହିଲାମଃନ୍କେ ରିସା କଃରାଉଆ ନାୟ୍, ବଃଲେକ୍ ଇତାର୍ ଗିନେ ସେମଃନ୍ ମଃନ୍ ଉଣା କଃର୍ତି । 
 22  ✡ ୩:୨୨ ଏପି ୬:୫-୮.ଏ ଗତିଦଃଙ୍ଗ୍ଳାମଃନ୍ ନଃର୍ ସାଉକାର୍ ମଃନ୍କେ ସଃର୍ଦା କଃରାଉଁକ୍ କଃଲାହର୍ ଦଃକ୍ଣେ କାମ୍ ନଃକେରି ମାପ୍ରୁକେ ଡିରି ମଃନ୍ସଃର୍ଦାୟ୍ ସଃବୁ କଃତାୟ୍ ତୁମିମଃନାର୍ ଜଃଗତାର୍ ମୁଳିକାର୍ କଃତାମାନା ।  23 ତୁମିମଃନ୍ ଜାୟ୍ରିହେଁ କଃରାସ୍, ମାପ୍ରୁ ହାଁୟ୍ କଃଲାହର୍ ସଃର୍ଦାୟ୍ ସେରି କଃରା, ମାନାୟ୍ ହାୟ୍ଁ କଃଲାହର୍ କଃରା ନାୟ୍;  24 ମଃନେ ହଃକାଉଆ ମାପ୍ରୁର୍ ତଃୟ୍ହୁଣି ତାର୍ ହିଲାମଃନ୍ ହାଉତାର୍ ସଃଙ୍ଗାୟ୍ଲାର୍ ପୁରିସ୍କାର୍ ହାଉଆସ୍, କ୍ରିସ୍ଟ ସଃତ୍ଗୁରୁ ଇରିତ ତୁମିମଃନ୍ ମାପ୍ରୁ କ୍ରିସ୍ଟକେ ସେବା କଃରୁଲାସ୍ ଇତି ଜାଣାସ୍ ।  25  ✡ ୩:୨୫ ଏପି ୬:୯.ବଃଲେକ୍ ଜେ ଦସ୍ କଃରେଦ୍, ସେ ନିଜାର୍ ଦଃସାର୍ ହଃଳ୍ ହାୟ୍ଦ୍ । କାୟ୍ତାକ୍ବଃଲେକ୍ ଇସ୍ୱର୍ ମୁକ୍ମେଟ୍ ନଃଦେକି ସଃବ୍କାର୍ ବିଚାର୍ କଃରେଦ୍ ।