ଯୋହନ ଲେଖିଥିବା ଦ୍ୱିତୀୟ ପତ୍ର
ଜଅନ୍ ଦୁଇପାଲି ଚିଟି ଲେକ୍ଲାଟା
ଏ ବଇର୍ ବିସଇ ଜାନ୍ବାଟା
ଜଅନ୍ ଲେକ୍ଲା ଦୁଇଟା ଚିଟି ଜିସୁକିରିସ୍ଟ ଜନମେଅନି ୧୦୦ କିରିସ୍ଟାବ୍ଦରେ ପେରିତ୍ ଜଅନର୍ ଲାଗି ଲେକା ଅଇରଇଲା । ଜଅନ୍ ନିଜ୍କେ ଲେକିଆଚିବଲି ଜାନାଏନାଇ । ତାର୍ ବାଦୁଲେ ସେ ନିଜ୍କେ ପାର୍ଚିନ୍ ବଲିକରି ଜାନାଇ ଅଇଲାନି । ଜଅନର୍ ଦୁତିଅ ଚିଟିର୍ ବିସଇ ସଙ୍ଗ୍ ଜଅନ୍ ଲେକ୍ଲା ସୁସମାଚାର୍ ରଇବା ବିସଇ ସଙ୍ଗେ ସମାନ୍ । ଏଟା ସତ୍ସଙ୍ଗ୍ ଜିସୁକେ ଜଅନ୍ ଇସାବେ ସେ ଗଟେଲକ୍ ଆରି ଗଟେକ୍ ଲକ୍କେ ଆଲାଦ୍ କର୍ବା ସମାନ୍ । ଜିସୁର୍ ଆଦେସ୍କେ ମନ୍ଦେବାଇ, ସେ ରକାମ୍ ଜିସୁର୍ ଆଦେସ୍କେ ମାନ୍ବାଟା ଅଇଲାନି, ତାକେ ଆଲାଦ୍ କର୍ବାର୍ ଜଅନ ୧:୫-୬;୧:୬;୧୦ ।
ଏଟା ବିସ୍ବାସ୍ କରିଅଇସିଜେ, ଜଅନ୍ ଜେଡେବେଲେ, ଏପିସିଏ ବାସାଅଇ ରଇଲା, ସେ ସୁବ୍କବର୍ ସଙ୍ଗ୍ ତାର୍ ତିନ୍ଟା ଚିଟି ମିସା ଲେକି ରଇଲା । ସେଟା ଅଇଲାନି ୧ ଜଅନ, ୨ ଜଅନ, ଆରି ୩ ଜଅନ୍
ଏ ବଇବିତ୍ରେ ରଇବା ବିସଇ
୧. ଜଅନ୍ ଏ ଚିଟି କାର୍ପାଇ ଲେକ୍ଲାନି ଏଟା କଇ ତାର୍ ବିସ୍ବାସ୍ କର୍ବା ଲକ୍ମନ୍କେ ଜୁଆର୍ ଜାନାଇଲାନି । ୧:୧-୩
୨. ଜଅନ୍ ତାର୍ ମଣ୍ଡଲିମନ୍କେ ସାଆସ୍ଦେଇକରି ବଡ୍ ଆଦେସର୍ ବିସଇ ମନେ ଏତାଇଦେଲାନି । ୧:୪-୬
୩. ସେ ମିଚ୍ସିକିଆ ଦେଉ ମନର୍ ବିସଇ ଜାଗର୍ତା କଲାନି । ୧:୭-୧୧
୪. ସେ ଜନ୍ଲଗେ ବାସାଅଇ ଆଚେ ତେଇର୍ ବିସ୍ବାସିମନ୍କେ ଜୁଆର୍ ଜାନାଇକରି ଏ ଲେକା ସାରାଇଆଚେ । ୧:୧୨-୧୩
୧
୧ ପାର୍ଚିନ୍ ଜଅନ୍ଜେ ମୁଇ ଏ ଚିଟି ଲେକ୍ଲିନି । ଏ ଚିଟି ଆମର୍ ଆଲାଦର୍ ବଇନି ଆରି ତାର୍ ପିଲାମନର୍ପାଇ । ମୁଇ ସତଇସେ ତମ୍କେ ସବୁଲକ୍ମନ୍କେ ଆଲାଦ୍ କଲିନି । ଆରି ମୁଇସେ ନାଇ, ସତ୍ ବିସଇ ଜାନିରଇବା ସବୁଲକ୍ ମିସା । ୨ ଆମେ ସତ୍ ବିସଇ ଜାନିରଇଲାର୍ପାଇ ତମ୍କେ ଆଲାଦ୍ କଲିନି । ଆରି କାଲ୍କାଲ୍ ଜୁଗ୍ଜୁଗ୍ ପାଇ, ସେ ସତ୍ ବିସଇ ଜାନିରଇବୁ ।
୩ ଆମର୍ ବାବା ପର୍ମେସର୍ ଆରି ତାର୍ ପଅ ଜିସୁକିରିସ୍ଟ ଆମ୍କେ ଆସିର୍ବାଦ୍ କରି ଦୟା ଦେକାଅ ଆରି ସାନ୍ତି ଆରି ସତ୍ସଙ୍ଗ୍ ବଁଚ୍ବାକେ ଦେଅ । ତମେ ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ଆଲାଦ୍ କରା ।
ସତ୍ ଆରି ଆଲାଦ୍
୪ ଆମର୍ ବାବା ପର୍ମେସର୍ ଆମ୍କେ ତିଆର୍ଲାପାରା ତମର୍ କେତେଟା ପିଲାଟକିମନ୍ ତାର୍ ସତ୍ବାଟେ ଇଣ୍ଡ୍ଲାଇନି ବଲି ସୁନିକରି ମୁଇ ବେସି ସାର୍ଦା ଅଇଲି । ୫ ✡ ୧:୫ ଜଅନ୍ ୧୩:୩୪;୧୫:୧୨,୧୭ଏବେ ଆରି ମର୍ ଆଲାଦର୍ ବଇନି, ମୁଇ ତକେ ଗଟେକ୍ ବିସଇ କର୍ବାକେ କଇବି । ଗଟେକ୍ ନୁଆ ଆଦେସ୍ କର୍ ବଲି କଇନାଇ । ମାତର୍ କିରିସ୍ଟ ସଙ୍ଗ୍ ଜିବାକେ ଆରାମ୍ କର୍ବା ବେଲେଅନି ଏଟା ଆମେ ସୁନି ଆଇଲୁନି । ମୁଇ ମାଙ୍ଗ୍ଲିନି ତମେ ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ଆଲାଦ୍ କରା । ୬ ଏ ଆଲାଦର୍ ଅରତ୍ ଅଇଲାନି ଆମେ ପର୍ମେସରର୍ ଆଦେସ୍ ସବୁ ମାନ୍ବାର୍ ଆଚେ । କିରିସ୍ଟ ସଙ୍ଗ୍ ଜିବାକେ ଆରାମ୍ କର୍ବା ବେଲେଅନି ଏଟା ଆମେ ସୁନି ଆଇଲୁନି । ତମେ ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ଆଲାଦ୍ କରା ।
୭ କାଇକେ ବଇଲେ ମୁଇ ଏନ୍ତିବଲି କଇଲିନିଜେ ସତ୍ ନ ରଇବା ବିସଇ ସିକାଇକରି ଲକ୍ମନ୍କେ ନାଡାଇବା ବେସି ଲକ୍ ଗୁଲାଇବାଟେ ଆଚତ୍ । ଜିସୁକିରିସ୍ଟ ନର୍ରୁପ୍ ଦାରି ଏ ଜଗତେ ଆସେନାଇ ବଲି ସେମନ୍ କଇବାଇ । ଜଦି କେ ମିସା ସେନ୍ତାରି କଇଲେ, ସେ ଲକ୍ମନ୍କେ ନାଡାଇବା କିରିସ୍ଟର୍ ବିରଦି । ୮ ଲକ୍ମନ୍ ତମ୍କେ ନାଡାଇ ନାପାରତ୍, ତମେ ଜାଗରତ୍ସଙ୍ଗ୍ ରଇବାର୍ ଆଚେ । ଜେନ୍ତାର୍କି ପର୍ମେସର୍କେ କର୍ବା ତମର୍ ସେବା କାମ୍ ବେକାର୍ ନ ଅ । ମାତର୍ ତମର୍ ସେବାକାମର୍ ପାଇ ପର୍ମେସର୍ ତମ୍କେ ପୁରାପୁରୁନ୍ ଅଇତେ ଇନାମ୍ ଦେଇସି ।
୯ ଜଦି କେ କିରିସ୍ଟ ସିକାଇଲା ବିସଇ ବିସ୍ବାସ୍ ନ କରେ, ଆରି ତାର୍ ସିକିଆର୍ ସଙ୍ଗ୍ ତାର୍ ନିଜର୍ଟା ମିସାଇଲେ, ସେ କିରିସ୍ଟର୍ ସଙ୍ଗ୍ ମିସେନାଇ । ମାତର୍ କେ ଜଦି କିରିସ୍ଟ ସିକାଇଲା ବିସଇ ବିସ୍ବାସ୍ କର୍ତେରଇସି, ସେ ବାବା ପର୍ମେସର୍ ସଙ୍ଗ୍ ଆରି ତାର୍ ପଅ ଜିସୁକିରିସ୍ଟ ସଙ୍ଗ୍ ମିସ୍ଲାଆଚେ । ୧୦ ତେବର୍ପାଇ କେ ଜଦି ତମର୍ଟାନେ ଆସି, କିରିସ୍ଟ ସିକାଇରଇବା ବିସଇତେଇଅନି ବିନ୍ ବିସଇ କଇଲେ, ତାକେ ତମର୍ ଗରେ ମୁଲ୍କେ ଡାକିନିଆ ନାଇ, କି ସଙ୍ଗର୍ ବିସ୍ବାସି ଇସାବେ ଜୁଆର୍ବିଆର୍ କରାନାଇ । ୧୧ ଜଦି କେ ମିସା ସେନ୍ତାରି ଲକ୍କେ ଜୁଆର୍ବିଆର୍ କର୍ସି, ସେ ବୁଲ୍ ସିକାଉର୍ ସଙ୍ଗ୍ ମିସିକରି ତାର୍ କାରାପ୍ କାମେ ମିସ୍ଲାନି ।
ସାରା ସାରି ବେଲର୍ କାତା
୧୨ ମୁଇ ତମ୍କେ ବେସି ବିସଇ ଲେକ୍ବାକେ ମନ୍ କଲିନି, ମାତର୍ ଚିଟିଟାନେ ଲେକ୍ବାକେ ମନ୍ କରିନାଇ । ତାର୍ବାଦୁଲେ ଆସିକରି ତମର୍ ମୁଆଟେ କାତା ଅଇବି । ତେବେ ଆମେ ପୁରାପୁରୁନ୍ ସାର୍ଦା ଅଇବୁ ।
୧୩ ପର୍ମେସର୍ ବାଚିରଇବା ବଇନିର୍ ପିଲାମନ୍, ତମ୍କେ ଜୁଆର୍ ଜାନାଇଲାଇନି ।
✡୧:୫ ୧:୫ ଜଅନ୍ ୧୩:୩୪;୧୫:୧୨,୧୭