1 ଏକ ମୂର୍ଖ ଲୋକ ନିଜ ହୃଦଯରେ କ ହେ, "ପରମେଶ୍ବର ନାହାଁନ୍ତି।" ସହେି ମୂର୍ଖମାନେ ଭ୍ରଷ୍ଟ ଓ ସମାନେେ ଘୃଣା ୟୋଗ୍ଯ କାର୍ୟ୍ଯ କରନ୍ତି। ସମାନଙ୍କେ ମଧ୍ୟରେ ଉତ୍ତମ କାର୍ୟ୍ଯ କରିଥିବା ଲୋକ କହେି ନାହାଁନ୍ତି।
2 ସଦାପ୍ରଭୁ ସ୍ବର୍ଗରୁ ଥାଇ ତଳକୁ ଦୃଷ୍ଟି ନିକ୍ଷପେ କରି ଦେଖନ୍ତି ୟ ୟଦି କହେି ଜ୍ଞାନୀ ଲୋକ ତାଙ୍କ ଅନୁରକ୍ତ ଅଛନ୍ତି ନା ନାହିଁ। ବିଜ୍ଞ ଲୋକମାନେ ସର୍ବଦା ପରମେଶ୍ବରଙ୍କୁ ସହାୟତା ପାଇଁ ପ୍ରାର୍ଥନା କରନ୍ତି।
3 କିନ୍ତୁ ପ୍ରେତ୍ୟକକ ମଣିଷ ଆଜି ପରମେଶ୍ବରଙ୍କଠାରୁ ଦୂରଇେ ୟାଇଛନ୍ତି। ସବୁ ମଣିଷ ଆଜି ଦୁଷ୍ଟ ମଣିଷରେ ପରିଣତ ହାଇେଛନ୍ତି। ଜଣେ ବି କହେି ଆଜି ଭଲ କାର୍ୟ୍ଯ କରୁଥିବା ଲୋକ ନାହାଁନ୍ତି।
4 ଦୁଷ୍ଟ ଲୋକମାନେ ମାରେ ଅନକେ ଲୋକଙ୍କୁ ନଷ୍ଟ କରିଛନ୍ତି ଓ ସହେି ଦୁଷ୍ଟ ଲୋକମାନେ ପରମେଶ୍ବରଙ୍କୁ ଜାଣନ୍ତି ନାହିଁ ଏବଂ ସଦାପ୍ରଭୁଙ୍କ ସମ୍ମୁଖୀନ ହାଇେ ପାରନ୍ତି ନାହିଁ।
5 ସହେି ଦୁଷ୍ଟ ଲୋକମାନେ ନିରୀହ ଲୋକର ଉପଦେଶକୁ ଶୁଣିବାକୁ ପ୍ରସ୍ତୁତ ନୁହଁନ୍ତି କାହିଁକି ? କାରଣ ସହେି ନିରୀହ ଲୋକଟି ପରମେଶ୍ବରଙ୍କ ଉପରେ ନିର୍ଭରଶୀଳ କିନ୍ତୁ ପରମେଶ୍ବର ସର୍ବଦା ଧାର୍ମିକ ଲୋକମାନଙ୍କ ମଧ୍ୟରେ ବାସ କରନ୍ତି। ତଣେୁ ଦୁଷ୍ଟ ଲୋକମାନେ ନିଶ୍ଚିତ ପରମେଶ୍ବରଙ୍କୁ ଭୟ କରିବା ଉଚିତ୍।
6
7 ମୁଁ ଆଶାକରେ କହେି ଜଣେ ତାଙ୍କର ମନ୍ଦିରରୁ ସିଯୋନ ପର୍ବତ ଉପରକୁ ଆସନ୍ତା ଏବଂ ଇଶ୍ରାୟେଲକୁ ରକ୍ଷା କରନ୍ତା। ସେତବେେଳେ ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ପୁନର୍ବାର ଶକ୍ତିଶାଳୀ କରନ୍ତି, ତା ହେଲେ ୟାକୁବ ଆହ୍ଲାଦିତ ହବେ। ଇଶ୍ରାୟେଲ ବହୁତ ଖୁସି ହବେ।